କିଏ କହିଲା
ତୁମର ସବୁ ।
କିଏ କହିଲା
କିଛି ନୁହେଁ
ତୁମର ।
ଖାନାପିନା
ଶୋନାରହେନା
ଭିତରେ
ଯାହା ଯେମିତି
ବଳିପଡିଲା
ତାକୁ ଇ
କରିପାରିଲ ଯଦି
ମୋର
ତୁମେ ପାରିବାର ।
This poem has not been translated into any other language yet.
I would like to translate this poem
But the world is here with us, we live in this world.