ଯଦି କେବେ
ଯଦି କେବେ
ଦେଖା ହୁଏ
ପଚାରିବି
କେମିତି
ଲାଗିଲା
ଝଟକା ।
ଦୟା ନାହିଁ ଯଦି
ହୃଦୟରେ
ବଂଚି ରହିବା
ଅଧିକାର ନାହିଁ
ତୁମର ଏଠାରେ ।
ହରକତ ଛାଡି
ରହିଥାଅ ସିଧା।
ନାଇଁ ତ
ନାଇଁ ମୁକ୍ତି
ଜାଣି ଥା ।
This poem has not been translated into any other language yet.
I would like to translate this poem
liberation is there in truth