ହେଲାଯେ ବନ୍ଧୁ
କହି ହେଲା ନି
କଥାର ମାର୍ଗ ।
ହେଲା ଯେ
ତୁମେ କହିଲ
ଆଉ ଆମେ
କଲୁଁ ହଁ ।
ହେଲା ଯେ
ପାଣି ପିଟାରେ
ଗଲା ସମୟ,
ହେଲା ନି କିଛି
ବୃଦ୍ଧି କି କ୍ଷୟ ।
This poem has not been translated into any other language yet.
I would like to translate this poem
Nothingness is there, no rise, no fall..