ପଚାରିଲି ନଜକୁ
ତୁ କିଏ ବେ ।
ମୁଁ ନିଜେ ନିଜକୁ
ଦେଲି ଉତ୍ତର
ଆଉ ଦେଲି କଣ
ଜାଣିଲି ନାହିଁ ନିଜେ ବି ।
କୋଉଠି ଏବେ
ପୁଅ ପଚାରିଲା ମତେ ।
ଆଉ ମୁଁ ଖୋଜିହେଲି ତାକୁ
ସେ ଯାଇ ହଜିଥିଲାବେଳେ
ସ୍ଵପ୍ନମହଲ ଭିତରେ ।
ଜଣା ପଡିଲା କୋଉଠି କିଏ
କଲା ଫାଟ ମୋର ଆଉ
ପୁଅ ଭିତରେ ଏତିକିବେଳେ ।
This poem has not been translated into any other language yet.
I would like to translate this poem