ଶିକାର ଖଉ ଆରୁ
ପତର ଖଭ
ସମାନ କେନ୍ତା ହେବା ସଉ!
ଗାଏର ଗୁରସ
ଆରୁ ଗାଏର ଶିକାର
କେନ୍ତା ବଲୁଛ ଗୁଟେ ।
ମୁଇଁ ବଁଚିଛେଁ
ଆରୁ ତୁମେ ଘିଚ୍ ତେଲ
ଘିଚି ନଉଛ ମୋର
ପୁଟା ଅଁତି ସବୁ ।
ମୋର ମା ଅଛେ ତାଏଲ,
ଅଛେ ତାଏଲ ମୋର ମାର ଭାଷା
ମୋର ଠାନେ ଆରୁ ମୋର ମାର
ଘର୍ ବାଏର ସବୁ ଅଛେ
ମୋର ହେଇକରି ମୋରଠାନେ ।
ଦେଖିଚାହିଁକରି କଥା କହ ସଉ
ନେଇଁ ତ କେତେବେଲେ
ନିଜର ଠାନେ ନିଜେ
ହାପସି କେଚଡେଇ ହେଇକରି
ମରବ କେନ ନାଇଁ ପାର ଜାନି ।
This poem has not been translated into any other language yet.
I would like to translate this poem