ଆଜିକାଲି
ସୁବିଧା ବହୁତ ।
ଖାଇବା, ପିଇବା,
ଯିବା ଆସିବା, ଆଉ
ସବୁ ପ୍ରକାରର ଯୋଗାଯୋଗ
ବ୍ୟବସ୍ଥାରେ ସକଳ ସୁବିଧା ।
ଖାଲି ଅସୁବିଧା ସତର୍କ
ନ ରହି ପାରିବା ଆଉ
ନକାରାତ୍ମକ ଭାବନା ରଖିବା ।
ଆଉ ଅସୁବିଧା କାହାକୁ କିଏ
ସହ୍ୟକରି ନ ପାରିବା ।
ଯେତେ ଗ୍ୟାନୀ ହେଲେ ବି
ଅଗ୍ୟାନ ଭଳି କାମ କରିବା ।
ଆଉ ନିଜ ପାଇଁ ନିଜେ ମରିବା ।
This poem has not been translated into any other language yet.
I would like to translate this poem