କହୁଛି ଯାହା
ତାହା ସତ,
ଯଦି ଶବ୍ଦ
ମୋର ।
ଶବ୍ଦ କିନ୍ତୁ
ମୋର ନୁହେଁ,
ଜାଣେ ।
ଆଉ ବି ଜାଣେ
ଯାହା କହୁଛି
ମିଛ ନୁହେଁ ।
ଶବ୍ଦ ଶବ୍ଦ
ମୁଁ ମୁଁ ।
ଦିହିଁ କି ଦିହେଁ
ନିଜ ଜାଗାରେ ନାହୁଁ ।
This poem has not been translated into any other language yet.
I would like to translate this poem