ସତ କଥା ହେଉଛି
ପ୍ରତି ସକାଳ ଦେଖାଏ
ଯାଦୁ ଏଠି।
ଆଶ୍ଚର୍ଯ୍ଯ ହୋଇ ଖାଲି
ଦେଖିବାର ଅଛି, ଆଉ
ଅନୁଭବ କରିବାର ଅଛି।
ସତ କଥା ହେଉଛି
ୟା ଛଡା ଆଉ କିଛି
କରିବାର ଇ ନାଇଁ।
ଆଶ୍ଚର୍ଯ୍ଯ ହେଉଛି
ମାନିବାକୁ ନୁହଁ
ତୟାର କେହି ବି।
ସତକଥା ହେଉଛି
ଜଣେ ବି ନିଜର ନୁହଁ!
This poem has not been translated into any other language yet.
I would like to translate this poem