ଏକମାତ୍ର ସତ୍ୟ ତୁମେ
ଯାହାକୁ ମୁଁ ଭଲପାଏଁ ।
ତମକୁ ଭଲ ପାଇବା ଯୋଗୁଁ
ଆଣିପାରେଁ ଟାଣି ନିଜ ଭିତରକୁ ।
ପହିଲି ଆଷାଢର ପହିଲି ବର୍ଷାବୁନ୍ଦା ପରି
ଯାଉଛି ହଜି ତୁମ ଭିତରେ ।
ଆଉ ତୁମେ ଖୋଜୁଛ ମତେ
ଅଜଣା ଲୋକଟିଏ ପରି ତୁମରି ଦର୍ପଣ ସାମ୍ନାରେ ।
This poem has not been translated into any other language yet.
I would like to translate this poem
I love truth, The truth is my love.And I m searching it outside, alas!