ହଜିଥିବା ଚାବିରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହଜିଥିବା ଚାବିରେ

Rating: 5.0

ହଜିଥିବା ଚାବିକୁ ନେଇ
ଲେଖାଯାଉ କବିତା,
ଲେଖାଯାଉ ଗଳ୍ପ,
ଆଉ ଉପନ୍ୟାସ,
ଆଉ ନାଟକ।

ହଜିଥିବା ଚାବିରେ
ରହିଛି କୁଆଡେ
ସବୁ ସଂପତ୍ତି,
ସବୁ କ୍ଷମତା,
ସବୁ ପୁରସ୍କାର ।

ମନ୍ଦିରର ହେଉ
କି ହେଉ ମସ୍ଜିଦର,
କି ହେଉ ଚର୍ଚ୍ଚର,
କି ହେଉ ଗୁରୁଦ୍ୱାରର
ସଠିକ୍ ଚାବିଟିଏ ନ ହେଲେ
ହେବ ନି ଖୋଲି ଦ୍ୱାର।

ଆଉ ଚାବି ନ ଖୋଜିଲାଯାଏ,
ଚାବି ନ ମିଳିଲାଯାଏ,
ଆମ ଘର ଅନ୍ଧାର।
ଚାବି ପାଇଁ ଲଦାଲଦି
ଦୋଷ, ନାଇଁ ଅର୍ଥ।
ଚାବି ଯେ ଅଛି
ଚାବି ଜାଗାରେ,
ଏ କଥା ନିଶ୍ଚିତ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success