ସୁନ୍ଦର ପୃଥିବୀରେ ସବୁ ଯେ ସୁନ୍ଦର
କହିବ କିଏ ଛାତିରେ ହାତ ରଖି ଏଠାରେ!
ଏ ମା, କଳା କଳା ମେଘର ଉପରେ ବସି ଗୋ
ପାର ହେବ ବୋଲି ଆକାଶ ଯାଉଛି ଛୁଟି ଗୋ,
ଧନ ପାରୁ ନାଇଁ ଜାଣି ନିଜର କଣ ନିଆଁପାଣି ଖେଳରେ!
ଅଡୁଆ ସୂତାର ଏ ଖିଅ ଧରାଇବ କେମିତି କାହାକୁ ଗଲାବେଳେ!
ପଚାରି ହେଉ ନି ଟିକିଏ ମୁହଁଟେକି,
ମୁହଁ ତ କରିଛି କଳାହାଣ୍ଡି ଗୋ ଧାଡିରୁ ବାହାରି ଏଠାରେ।
This poem has not been translated into any other language yet.
I would like to translate this poem
Life is very painful here in this world
Bahut badhiya heicche sir....