ଯିବା ଲୋକ ଦି ଜଣ,
ମାତ୍ର ଗୋଟିଏ ରାସ୍ତା ।
ଖାଲି ଚାଲିଛି ଯିବା
ନାଁ ନାହିଁ ଆସିବା।
ଧୋଇପୋଛିଯେ ଯେତେ
କରୁଛନ୍ତି ଯାହା।
ଆଲୁଅକୁ ଆଲୁଅ କହିବା
ଭଲ ଅନ୍ଧାରକୁ କିଛି ନ କହିବା।
This poem has not been translated into any other language yet.
I would like to translate this poem