ଧନତରାସ୍,
କଣ ବେ ଏଇଟା?
ଜାଣି ନୁ ବୋକା!
ଏଇଟା ହେଉଛି
ଗରିବ ଆଉ ମଧ୍ୟମ ବର୍ଗଠୁ
ଧନ, ଧନିକ ପାଖକୁ
ବହି ଯିବାଟା।
ଏଇଟା ଆୟ ବୃଦ୍ଧିର
ଆଧୁନିକ ଚାଲ୍।
ତେଣୁ ଧନତରାସ୍।
This poem has not been translated into any other language yet.
I would like to translate this poem
ଧନତରାସ୍, କଣ ବେ ଏଇଟା? ଜାଣି ନୁ ବୋକା! ଏଇଟା ହେଉଛି ଗରିବ ଆଉ ମଧ୍ୟମ ବର୍ଗଠୁ ଧନ, ଧନିକ ପାଖକୁ ବହି ଯିବାଟା।.......ବାଃ....ଚମତ୍କାର ବର୍ଣନା। ବଢିଆ sir ନମସ୍କାର । (Fantastic expression on Dhantaras. Thank you sir, namaskar.)