କହିବି ସତ
ଅଛି ଯୋଉଟା ଯାହା,
କହିବି ନାହିଁ
ଓଲଟା,
ନାହିଁ କିଛି
କୋଉଠି ଆଉ
ସତ ଛଡା ।
ସତ ଜୀବନ,
ସତ ପବନ,
ସତ ଛଡା
ସବୁ ଶୂନ୍ଯ ।
କେତେ କଣ
ନ ଅଛି
ସତ, ସତ।
କହିବି
ଗୋଟି ଗୋଟି।
ଅପେକ୍ଷା କର
ସେଇଠି।
This poem has not been translated into any other language yet.
I would like to translate this poem