ମୋ ବସ
ମୋ ଖାଦ୍ୟ
ମୋ ସ୍କୁଲ
ମୋ ରାସ୍ତା
ମୋ ସରକାର।
ସବୁ ମୋର
ମୁଁ କିନ୍ତୁ
କାହାରି ନୁହଁ।
ମୋତେ ଶୋଷିବାକୁ
ସମସ୍ତେ, ମୋ ପାଇଁ
କିନ୍ତୁ ନୁହନ୍ତି କେହି।
This poem has not been translated into any other language yet.
I would like to translate this poem
My bus, my food, my school, my road, my government. All mine, but no one belongs to me. All are here to exploit me.