ସୁନିଶ୍ଚିତ ହେବ ବିଜୟ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସୁନିଶ୍ଚିତ ହେବ ବିଜୟ

Rating: 5.0

1

ନିଅ ନିଷ୍ପତ୍ତି,
ଅବଶ୍ୟ ହୁଅ ନି ତରତର।
ତରତରରେ
ଠିକ୍ ନ ଥାଏ ମତି।

ଅଛି ଭରସା,
ପୁଲୱାମା, ଅଷେକ୍ଷାକର,
ବଦଲା ନିଶ୍ଟୟ ନିଆଯିବ
ଯବାନଙ୍କୁ ମିଳିବ ଶାନ୍ତି ।

କଣ ହୋଇଛି,
କିଏ କରିଛି,
ସବୁ ବାହାରିବ
ସଂପୂର୍ଣ୍ଣ ହେବ ନଷ୍ଟ
ଜୈସ ଅହମ୍ମଦ।

2
ତୁମେ କୋଉଠି?
ଝୁରୁଛି ମା ଓ ମାଟି।
ତାଣ୍ଡବ କରୁଛି
ଆତଙ୍କବାଦୀ ।

ଆମର କଣ ସତରେ
ନାହିଁ ଶକ୍ତି?
ତୁମ ଲୁହଲହୁ ପାରୁ ନୁ ଦେଖି
ପୁଲୱାମା ପରାଅବନ୍ତୀ।

ଯବାନଙ୍କ କ୍ଷତି ଆଉ
ହେବ ନି, ପାରିବ ନି ହୋଇ ମରାମତି।
ପୁଲୱାମା ଅବନ୍ତିପୁରା, ଧର ଧୈର୍ଯ୍ଯ,
ସୁନିଶ୍ଚିତ ହେବ ଆମର,
ମଣିଷପଣିଆର, ସତ୍ୟର ବିଜୟ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
ମୋ- 9437366644

POET'S NOTES ABOUT THE POEM
WWritten in odia language, odia is the official language of odisha india
COMMENTS OF THE POEM
Gajanan Mishra 15 February 2019

we will win in the fighting against terrorism

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success