ରାତି କେତେ?
ଆଉ କଣ ସବୁ
ଯାଉଛି ଘଟି
ଏ ରାତିରେ!
ଏ ରାତିକୁ ଡର,
ଡର ଆଲୁଅକୁ।
ଆଲୁଅରେ ଯେତେ
ପାତରଅନ୍ତର ।
ସାନବଡ କଳାଧଳା
ଏଇଠି ସବୁ ପ୍ରଭେଦ।
ଏଠୁ ଗଲେ ଆଉ
କିଏ ପଚାରେ କାହାକୁ!
This poem has not been translated into any other language yet.
I would like to translate this poem