ମଦକୁ ହଁ
ଗଂଜେଇକୁ ନା।
ବଜ୍ଡାତ୍ ମାଇକିନା!
ହାର କି ଜିତ
ଫୁକ ଶଙ୍ଖ ଆଉ
କହି ଦେଇ ଥ ନାଁ।
ଏଇଟା ସବୁ ସଂକ୍ରମଣ
ଚିନ୍ତା କର ନା।
ସବୁ ସବୁ
ଚାଲିଛି ଯାହା ସବୁ
ଅଧୋଗତିର ସୂଚନା।
ସିଂହ ବାଘ ହାତୀଘୋଡା
ସବୁ ଅଜଣା, ଦରକାର ହେଲେ
ଡାକିବୁ କହି ଥ ଠିକଣା।
This poem has not been translated into any other language yet.
I would like to translate this poem