ରଖିବି ତୁମକୁ ମୋ ଭିତରେ
ଯେମିତି ରଖେ ରତ୍ନକୁ ସମୁଦ୍ର,
ଯେମିତି ରଖେ ମାଟିକୁ ଆକାଶ,
ଯେମିତି ରଖେ ଜୀବଙ୍କୁ ସୂର୍ଯ୍ୟ।
ଜାଣେ, ତୁମ ପ୍ରେମ, ତୁମ ଆକର୍ଷଣ,
ତୁମେ ବିକଳ୍ପହୀନ, ପୁଣି ଭୟ ଶୂନ୍ଯ ।
ତୁମେ ଶେଷହୀନ, ତୁମେ ସମୟହୀନ,
ତୁମଠି ବନ୍ଧା ମୁଁ ଚିରଦିନ।
English rendering;
I would keep you within me
Like the ocean keeps wealth,
Like the sky keeps the earth,
Like the sun keeps creatures.
I know, you are love,
You are the attraction,
You are matchless, and
Again you are fearless.
You are endless, you are timeless,
I am binding with you all days.
This poem has not been translated into any other language yet.
I would like to translate this poem