ଫେର ସେ ଖାଲେ ଗବଡୋ
ଗଜାନନ ମିଶ୍ର
ଜେତକି ଜାହା କହ କେଁ ଫାଏଦା,
ଫେର ସେ ଖାଲେ ଗବଡୋ।
ଆଏଁଖକେ ଆଏଁଖ ବୁଝାବୁଝି
ହାତକେ ହାତ ଧରାଧରି ବଳଜବରି!
ଚେରେଗୁଡା ନୁଆଁଟି ହେଲା ନ ଫେର
ବିସାସର ମୁଡା ଭୁସଲିଗଲାବେଲକେ।
କେନକଥାକେ ପଚରାବ କାଣା କାହାକେ
ସୋରସୁତର ନେଇଁ ବେଲବୁଡାକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019
This poem has not been translated into any other language yet.
I would like to translate this poem