ପାର ହେଉଛି ନଈcrossing The River Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାର ହେଉଛି ନଈcrossing The River

Rating: 5.0

ଜନ୍ମ ଆଉ ଦେହ,
ଦେହ ଆଉ ଦାହ,
ଦାହ ଆଉ ପ୍ରେମ,
ପ୍ରେମ ଆଉ ଘୃଣା,
ଘୃଣା ଆଉ ଦୟା,
ଦୟା ଆଉ ଭୟ,
ଭୟ ଆଉ ଭାଗ,
ଭାଗ ଆଉ ଭଉଁରୀ
ସବୁକୁ ନେଇ
ମୁଁ ପାର ହେଉଛି
ନଈ।

ନଈରେ ପାଣି
ଅଛି କି ନ ଅଛି
ପରବାଏ ନାଇଁ।
କିନ୍ତୁ ମୁଁ
ହେଉଛି ପାର୍,
କର କି ନ କର
ସ୍ୱୀକାର।
ଯିବାରେ ବ୍ୟସ୍ତ ମୁଁ,
ବାକିରେ ନାଚାର୍।

ରହିବା
ନାହିଁ ଅଧିକାର,
ଭାବକୁ ନେଇ
ଛାଡ ଅଭାବରେ
କରିବା ବିଚାର।

Wednesday, May 30, 2018
Topic(s) of this poem: river
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success