ଝିଅ, ସରଳ Daughter, Simple Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଝିଅ, ସରଳ Daughter, Simple

ଝିଅ, ସରଳତା ଭଲ ଗୁଣ।
ହେଲେ ଏତକି ସରଳ ନେଇଁ ହ
ଜେନ୍ତାକି ଦୁସରା ଲୋକ ଫାଏଦା ନେଇ
ତମକେ କାନ ଫୁସ ଫୁସ ବ୍ୟବହାର କରି
ସାମୂହିକ କ୍ଷତି କରିବସିବ।

ଝିଅ, ଜାଣେ ମୋ ଆୟତ୍ତରେ ନାହଁ।
ତଥାପି ତମେ ଅନ୍ୟର ଆଭ୍ୟନ୍ତରୀଣ ମାମାଲାରେ
ହସ୍ତକ୍ଷେପ କରି ମାନ ମର୍ଯ୍ୟାଦା ସଭିଙ୍କର
ଡଷ୍ଟବିନରେ ନ ପକାଅ।

ନିଜେ ନିଜର ପୃଥିବୀ ମା,
ଆତ୍ମସଂଯମରେ ହୁଏ ରହିବାକୁ
ଆବେଗରେ ଭାସି ଯାଇ କ୍ଷଣିକ
ଉନ୍ମାଦନାର ଶିକାର ହୋଇ
ଅନ୍ୟକୁ ମାନସିକ ଦୈହିକ କଷ୍ଟ ଦେବା
ଆଦୁ ନୁହଁ ଶୁଭଙ୍କର।

Friday, February 28, 2020
Topic(s) of this poem: daughter
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success