ମୋରନିକେ ଦୁଖର ଦିନ
ବାଏଚାନ୍ସ ବାଟ ଜଦରଭି ଭୁଲବା
ଆଏବା ଥରେ ଅଧେ,
ଜାନିଛେ ହେ କାଁ କରମି ବୋ
ଗଲେ ହେତାରନିକେ,
ହେ ତ କାହିଁ ଭି ନେଇଁ ନ
ଇନର ଇ ଲଟକାଚିଟକାଶଥି।
ହେଲେ ମୋର ଧନ,
ତୋର ନିକେ ଆଏବା ଦୁଖ ବଏଲେ
ନିକେ ରହିଯିବା ନ ସବୁଦିନର ଲାଗି,
ହେନ୍ତି ବି ଡାକି ଆନବା ହେତାର
ଭାଏ ଦଦା ବଂଧୁବାନ୍ଧବ ସଭକୁ,
କହିକରି ଆସହୋ ଆସ ଇନ ଅଛେ
ସବକରକାଜେ ସଭିସିଏଣ୍ଟ ଜାଗା,
ମସ୍ତି କରବାରକାଜେ ଅଛେ ଭି
କେତନିକେତେ ସୁଯୋଗ।
ହେ ଦିନ ଗଲାନ
ଯେନଦିନେ ଦୁଖ ମାଗିଥିଲେ
କୁନ୍ତି, ଭାବୁଥିଲେ ମିଲବେ ହେନ
ଭାଏଲ କୁରସ୍ନ।
ଏଭେ ଆରୁ ସେ ଦିନ ନେଇଁ ନ।
ଏଭେ ଦୁଖ ଦେବା ତମର ନିଜର
ହିଁସା ଅହଁକାର,
ଆରୁ ଯିଏ ଦୂରେଇ ଦେଇପାରଲା
ହେମାନକୁ, ହେତାର କେଁ ଦୁଖ!
This poem has not been translated into any other language yet.
I would like to translate this poem