ଡିଜିଟାଲ ଇଣ୍ଡିଆ Digital India Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଡିଜିଟାଲ ଇଣ୍ଡିଆ Digital India

Rating: 5.0

ହଁ ହ୍ୟାଲୋ, ହ୍ୟାଲୋ,
ଆରପଟୁ ନାଇଁ ଉତ୍ତର।
ଫୋନ୍ କଟ୍।

ପୁଣି ରିଂ।

ହ୍ୟାଲୋ, ହାଓଲୋ।

କଣ କରୁଛନ୍ତି ହାଓଲୋ ହାଓଲୋ
ଆପଣ କିଏ, କଣ କହୁଛନ୍ତି।

ଫୋନକଲେ ଆପଣ,
କାହା ସହିତ କଥା ହେବାକୁ
ଚାହାନ୍ତି?

ମୁଁ କିଆଁ ଚାହିଁବି?
ବେକାର ଲୋକଟା ସତେ!

କଣ୍ଟାବାଡରେ ଲୁଗା ପକାଇ
ବେଶ୍ କଳି କରିବାରେ ଓସ୍ତାତ୍ ତ!

କଣ କହିଲେ?
ମୁଁ କଣ୍ଟାବାଡ?
ଭଲ ଭଦ୍ରଲୋକ ବାହାରିଲେ!

କିଛି ସମୟ
କଥାବାର୍ତା ବନ୍ଦ।

ବୋଧେ ଫୋନ୍ କଟ୍ ।

ପୁଣି ରିଂ,
ଆରେ ରଣ୍ଡା
ଫୋନ୍ କିଆଁ ରଖିଲୁ?
ଭଲ କରୁ ନୁ ଯାହା କରୁଛୁ!

ମୋ ଆଡୁ
ସବୁ ଶବ୍ଦ ଗାଏବ।

ଆରେ ଏଃ
ଦମ୍ ଅଛି ତ
ଘରୁ ବାହାର?

ହ୍ୟାଲୋ ହ୍ୟାଲୋ
କଣ ହେଲୋ ହେଲୋ,
ଡିଜିଟାଲ ଇଣ୍ଡିଆ
ଜୟ ହୋ।

Thursday, June 7, 2018
Topic(s) of this poem: men
POET'S NOTES ABOUT THE POEM
Written in Odia language. Odia is the official language of Odisha, India. It is all about the relationships of men in digital India. How funny this life today
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success