ଖେଇ ଜଉଛେ ସମିଆ,
ମକେ ଆରୁ ତମକେ ଏକାସଁଗେ।
ଇନ ଏନ୍ତା ଥିଲାବେଲକେ
ତମେ ଖୁଜୁଛ ମକେ
ମୁଇଁ ଖୁଜୁଛେଁ ତମକେ,
ଦେଖାଦେଖି ହେଇକରି
ଥିଲେ ଭି ଇନ ଇ ଗୁଟେ ଘରେ।
କିଏ ଆରୁ ପଶୁଛେ କେନକେ,
ତାମଡିହାତଲି ଆନଲାବେଲକେ
ଉବୁକୁବୁ ହଉଛେ ଝନେ
ଆରଝନକର ଠାନେ।
ଏତକିରିକର ହେବାବଲି
ଜନାଥିଲାକେଁ କାହାକେ!
ନେଇଁ ହୋ ବୁଆ, ଇଟା
କୁକୁରମାକରଠାନ୍ ନେଇଁ ସେ।
ସବୁ ସମିଆକେ ଖେଇକରି
ଖାଲିପେଟେ ଅଛେଁ ବଲି ଭି
କହେବାରଟା ନେଇଁ ନ କାହାକେ।
English rendering;
Time is eating
You and me at a time.
While staying here like this
You are searching me,
So also I am searching you,
We are staying together
In this same house, though.
Who is entering where,
And one is suffocated
While going to
Cover another.
Could anyone knows
Time would come on this way!
No sir, this is
Not the place of
Dogs and monkeys.
No need to say anyone
We are in empty belly
Eating all the time.
This poem has not been translated into any other language yet.
I would like to translate this poem