ଏମିତି ଦିନଟିଏ ନାଇଁ
ଯୋଉ ଦିନ ଦେଇ ନି
ତୁମକୁ ବିଦାୟ।
ଏମିତି ବି ନାଇଁ ଦିନ
ସ୍ୱାଗତ ନ କରି
ରହି ପାରିବାର ଦିନ!
ବିଦାୟ ଆଉ ସ୍ୱାଗତ
ଭିତରର ଫରକ
ଜାଣି ନି ଯଦିଓ।
ଯାଇ ଆଉ ପୁଣି
ରହି କହିଛି ନିଜକୁ
ସବୁବେଳେ ଧନ୍ଯ ।
This poem has not been translated into any other language yet.
I would like to translate this poem