Feed me with love, feed me with love,
I want to live, I want to live.
I want to live for you only.
Odia version
ପ୍ରେମରେ ଖାଇବାକୁ ଦିଅ,
ପ୍ରେମରେ ଖାଇବାକୁ ଦିଅ।
ମୁଁ ବଂଚିବାକୁ ଚାହେଁ,
ଚାହେଁ ମୁଁ ବଂଚିବାକୁ।
କେବଳ ତୁମ ପାଇଁ
ମୁଁ ଚାହେଁ ବଂଚିବାକୁ।
This poem has not been translated into any other language yet.
I would like to translate this poem