ସତ୍ / ଅସତ୍
ଗଜାନନ ମିଶ୍ର
ସତ୍ ଟା ସତ୍ ଆଏ,
ଅସତ୍ ନେଇଁ ହୁଏ କେଭେ।
ସତ୍ କାଜେ ଧରତି,
ଉଜାଲା କରବାରକାଜେ ସଭକେ
ବେଲ ଆଏସି ଉଦି।
ଧୁକା ସଁଗେ ଥିସି ସତ୍,
ତରା ଦେଖାସି ପଟ୍ ପଟ୍।
ସତ୍ ଟା ସତ୍ ଆଏ,
ଆରୁ ଇନେ ଜିବନ
ନେଇଁ କରେ ଚାଲାକି
ଉସତେ ଥିସି ଘାଏ ଘାଏ।
କୁଆ କି କୁଲିହା ବାଗିର
ହେଲେ କେଁ ଫାଏଦା!
ଅସତ୍ ପାସକେ ଗଲେ
ହେଟା ମରସନ ମା ବୁଆ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/7/2019
This poem has not been translated into any other language yet.
I would like to translate this poem
ସତ୍ ଟା ସତ୍ ଆଏ, ଅସତ୍ ନେଇଁ ହୁଏ କେଭେ।.....so true. Touching expression with nice theme. Beautiful poem. Thanks for sharing.