ମଦ ସିକାର ଦଉଛନ୍ ଥୁଇ
ହେ ତମର ଦୁଆରେ ଆରୁ
କରୁଛନ୍ ଗମାତ୍ ହେମାନେ
ଆରୁ ତମେ ସବୁ ପଲ କି ମର
ନେଇଁ କରବାର୍ ଖାତିର୍ ।
କାଁ କାଜେ କରତେ? କାଣା
ପାରବ କେଁ ବିଗଡେଇ!
ପାଁଚ ବଛର ନେଇଁ ପୁରିଥିବା
ଫେର ଆସି ହାତଗୋଡମୁଡ
ଧରବେ, କହେବେ ମନକେ ମନ
ଏନ୍ତା କରମା ସେନ୍ତା କରମା
ଭାବେ ପିରତେ ବଁଚିଥିମା,
ଆମର ତୁମେ, ତୁମେ ଆମର ବଲୁଥିମା
ବଡତି ହଉଥିବା ସୁଖଦୁଖ ଜେନଟା ଜାରନେ ।
This poem has not been translated into any other language yet.
I would like to translate this poem