ମୁନଗା ଗଛର ସାଗ,
ପହଁ ପହଁନୁ ଉଠମି ମୁଇଁ
ଭିଡବାରକାଜେ
ତୁମର ମୁଡେ ପାଗ।
ପାଗ ତ ପାଗ
ମେଘୁଆ ପାଗ,
କିହେ ନେଇଁ ନ
କହେବାରକାଜେ
କେନଟା ଉଜାଲା ଦିଗ।
ଦିଗ ତ ଦିଗ,
ଇଆଡେ ଉଦତି
ସେଆଡେ ବୁଡତି
କେନଆଡକେ କେନତି
ଭାଗୁଛ ଭାଗ!
This poem has not been translated into any other language yet.
I would like to translate this poem