ଜୀବନ ହେଉ ପୂର୍ଣ୍ଣlet The Life Fulfill Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ହେଉ ପୂର୍ଣ୍ଣlet The Life Fulfill

Rating: 5.0

ମା ରାଣ
ଗଜାନନ ମିଶ୍ର

ମା ମାଟିର ଉଦ୍ଧାରଣ,
ଆଉ ଏଥିପାଇଁ ଦରକାର
ନିହାତି ଶତ୍ରୁର ମରଣ।

ପାଂଚବର୍ଷ କାଳ ରଖିଛ
ଯୋଉଟା ସଯତ୍ନ, ସୁତରେଇ
ଛାଡିଦିଅ ସେଇ ବାଣ।
ନ ପାରିବାର ନାଇଁ ପ୍ରଶ୍ନ,
ନିଜକୁ ନିଜେଇ କର ମୁକ୍ତ
କାଟି ସବୁ ମାୟା ବନ୍ଧନ।

ଧୂଆଁଧାର କର ଆକ୍ରମଣ,
ଏ ମାଟି ହେଉ ଶତ୍ରୁଶୂନ୍ୟ।
ଦିଶୁ ପଥ ଆଗକୁ ଉନ୍ନୟନ,
ଜୀବନ ହେଉ ପୂର୍ଣ୍ଣ ଆଉ ଧନ୍ୟ,
ହେଉ ପ୍ରତିଷ୍ଠା ସତ୍ଯ ଚିରନ୍ତନ ସନାତନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
15/3/2019

Friday, March 15, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success