ଭାଷାକୁ ନେଇ,
ଜାତିକୁ ନେଇ,
ବର୍ଣକୁ ନେଇ,
ଧର୍ମକୁ ନେଇ,
ଦଳକୁ ନେଇ,
ମୋ ପରିଚୟ ଦେବାକୁ
ଚାହୁଁ ନି ଆଉ।
କ୍ଷମାକର ମହାବାହୁ,
ମତେ ମୋଠି
ଛାଡିଦେବା ହେଉ।
English rendering;
No more
I want to
Give identity
Through language,
Through caste,
Through colours,
Through religion,
Through party.
Excuse me, your honour,
Leave me with me.
This poem has not been translated into any other language yet.
I would like to translate this poem