ମୋର ଭାରତ My India Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋର ଭାରତ My India

Rating: 5.0

ଶାହିନବାଗର ଲୋକ
ଗଜାନନ ମିଶ୍ର

ମୁଁ ସତରେ
ଚାହୁଁଛି କଣ?
ମୁଁ କଣ ଜାଣି ନି
ଚାହୁଁ ନି କିଛି!
ଜାଣେ, ମୋଠୁ
କେହି କିଛି
ନେଇ ପାରିବେ ନି
ଏମିତି ଛଡାଇ।
ମୋର ବି ନାଇଁ
କେଉଁଆଡେ ଯିବାର!
ମୋ ସେବା କରିବାକୁ
ଅଛି ମୋ ପାଖରେ
ମୋ ଦ୍ୱାରା
ନିର୍ବାଚିତ ସରକାର।
ଜାଣେ ମୁଁ
ମୋ ଗାଡିର
କ୍ଲଜଗିଅର ବ୍ରେକ୍
ସବୁ ମୋଠି।
ମୋ ଇଚ୍ଛା ମୋର।
ଜାଣେ ମୁଁ
ସବୁ ଭଲମନ୍ଦ।
ସର୍ବଶ୍ରେଷ୍ଠ ମୋ ପାଇଁ
ମୋ ମାଟି
ମୋ ଭାରତ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
13/02/2020

Thursday, February 13, 2020
Topic(s) of this poem: sovereign
COMMENTS OF THE POEM
Dr Dillip K Swain 13 February 2020

A beautiful poem dear elder brother! Thanks for sharing......10+++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success