ମୁଁ ମୋ ମାଆକୁ ମୁଁ ମୋ ମାଟିକୁ ମୁଁ ମୋ ଭାଇଭଉଣୀକୁ ଭଲ ପାଉଛି, ତୁମେ ହେବା କଥା ଖୁସି। କିନ୍ତୁ ଦେଖୁଛି ତୁମେ ଯାଉଛ ଦୂରେଇ। ମାଆ ମାଟିକୁ ଭଲପାଇବା ଲୋକ ଇ ଆପଣେଇନିଏ ସସାଗରାଧରା।ଜାଣ, ତୁମେ ମୋର ଅଂଶ, ଆସ ଯୋଡି ଯୋଡି ଯିବା ମଣିଷ, ଉଦାର ହେବା, ପ୍ରେମର ନାହିଁ ଯାହାଠି ଶେଷ।
This poem has not been translated into any other language yet.
I would like to translate this poem