ଜାଣେ ନା
ଜାଣିବାର ଆବଶ୍ୟକତା ମଣି ନି
ରଙ୍ଗ କାହାର!
ରଙ୍ଗ କାହାର!
ପଡୁ ନି ଜଣା
ପଛ ଆଉ ଆଗ।
କିଏ ବୀର?
ପ୍ରତି ମୁହୂର୍ତ୍ତ ସଂଘର୍ଷ ।
ଜୀବନରେ
ସଦା ସମାନ ସ୍ୱାଦ ।
ଏଇଠି ଏ ରଙ୍ଗ ଭିତରୁ
ଦିଶୁଛି ଚିରାଚରିତ ନୂଆ ନୂଆ ପଥ।
This poem has not been translated into any other language yet.
I would like to translate this poem