ନାଡୁମୁଡୁ
ଗଜାନନ ମିଶ୍ର
ନାଡୁମୁଡୁ ଟୁକୁଡୁଚୁଡୁ,
ଜା ଗାଧି ଜା ଭୁତରୁମୁଡୁ।
ଖାରପାଡୁରେ ଭେଜାତୁଡୁ,
ଉତରି ଆ ଖଜୁରଗଛୁ।
କେନ ଅଛୁ? କାଁ କରୁଛୁ?
ଦିହେ ରକତ ନେଇଁ
ଗଛ୍ ଚଢୁଛୁ!
ଥପାତୁନା ନୁନ୍ ନୁନା
ଖା ଦନେ ଅଛେ
ପୁଡଗାଝୁରି ଗୁଟେ ଗିନା।
ଏତକି ନେଇଁ ସେତକି ନେଇଁ
ଗାଁଖୁଲି ଥି କିହେ ନେଇଁ।
ରେ ମୋର୍ ବଏଁଠିଗଡୁ,
ତୁଇମୁଇଁ ହେମା କାଏଲକେ ସଢୁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/05/2021
This poem has not been translated into any other language yet.
I would like to translate this poem