କହି ନାହିଁ କିଛି Not Told Anything Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହି ନାହିଁ କିଛି Not Told Anything

Rating: 5.0

1.

ଯାହାକୁ ଯାହା ଦଇବ ।
ଯିବା ଆସିବାରେ ହୋଇ ନି ଶେଷ
କାକର । ସାହାଯ୍ୟ ମାଗିବ ତ,
ହେଇ ଆସି ପହଂଚିଛି ଆକାଶ ।
ଅନୁଭବ ରହିଛି ରାସ୍ତାର ।

2.

କହି ନାହିଁ କିଛି କଥା ସମୁଦ୍ରର ପବନକୁ ।
ଯାଇ ନାହିଁ କୁଆଡେ ମାପି ଘରର ଦୈର୍ଘ୍ୟ ପ୍ରସ୍ଥ ।
କରିଛି ଯାହା ରହିଛି ନଥିପତ୍ର ।
ଖରା ବର୍ଷା କାକରରେ ଆକାଶ ।

Saturday, September 30, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success