1
ହଏରେ ପୁଓ,
ଇନ ଇ କୁକୁରମାନେ ଅଛନ ବଲି
ଖଲି ପକେଇକରି ଭାତ ଆରୁ ପିଠାପନା ନେଇଁ ଖଉଁ କେଁ!
ସୁତରେଇକରି ମାର୍ ସଲେକର୍ ଉପରକେ ହେ ପଖନଟେ
ଭାଗବେ କେନକେନଆଡେ ସଲେ କୁକୁରମାନେ!
2
ହଏରେ ପୁଓ,
ମସ୍ତିରେ ଖ ଆରୁ ଖେଇସାରଲା ଉତାରୁ
ଖଲିଦନା ସବୁକେ ଫିକିଦିଅ ଆଏରତଲକେ,
ଧେଇଁ ଆଏବେ ଆରୁ ଅପନା ଅପନା ଭିତରେ
ମାଡ ଲାଗି ଲାଗି ଚାଟବେ ହେ କୁକୁରମାନେ
ଆମର ଛାଡଲା ଅଏଁଠାସବୁ।
3
ହଏରେ ପୁଓ,
ଦିଲଖୁସ ଥ ହର୍ମିସା
ସଁଗସରସା,
ଜାହାରଖାଲେ ସେ ପଡବାନ
ଆରୁ ହେବା ନ ଲୁକହସା।
This poem has not been translated into any other language yet.
I would like to translate this poem