ଗୋଟେ ବୋଲି ରାସ୍ତା,
ସେଇ ରାସ୍ତାରେ ସମସ୍ତେ।
ଗୋଟେ ବୋଲି ଆକାଶ
ସେଇ ଆକାଶ ତଳେ ସମସ୍ତେ।
ଗୋଟେ ବୋଲି ମାଟି,
ମାଟି ଉପରେ ସମସ୍ତେ ମାଟି।
ଆଉ ଅଛି କଣ କହିବାକୁ,
ଜଣାଥିଲେ କହିଦିଅ ପ୍ରଭୁ।
English remdering;
One earth
On this earth-all.
One sky,
Under this sky-all.
One earth,
On this earth-all as earth.
Is there anything more to say,
If you know, please tell dear.
This poem has not been translated into any other language yet.
I would like to translate this poem