ଚକିଜନ୍ Round Moon Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଚକିଜନ୍ Round Moon

ଏନ୍ତା ହଉଛୁ କାଁ କାଜେ ନନି,
ନେଇଁ ଦେଖବାର୍ କେଁ ଇଟା ପୁଷ୍ ପୁନି।
ନଚାଡେଗା ହସଖିଆଲରେ ନେମା ଦିନ ଗନି।

ଆମର ପାଖେ ଗିତ୍ ରେ ଗିତ୍ କେତନିକେତେ।
ରସରକେଲି, ମାଏଲାଜଡ, ଡାଲଖେଇ, ଛୁ ଛୁରକି,
ଘୋ ଘୋ ରାନି।ମୁଇଁ ରଜା ତୁଇ ରାନି।

ଆମର ଭିତରକେ ଆରୁ କାହାରିର ଗମନ୍ ନେଇଁ।
ମର୍ ଅଙ୍ଗଛି ତର୍ କପଟା ନେଇଁ ସେ ଫଟା।
କାଁଜେ ହେମା କେନ ହଟହଟା।

ଆମର ଜଙ୍ଗଲ୍ ଆମର ମଙ୍ଗଲ୍।
ଢୋଲ ତାସା ମହୁଲି ଝାଁଜ
ସଭକର ସଁଗେ କରମା ମଜା।

କେତେଦିନର କେନ୍ ରେ ନନି।
ଏଖେନ ଆମେ ବଁଧାବଁଧି।
ମଝି ମଝିନେ ଛିଡଲେ ତାର୍
ଗୁରେଇ କରି ଫେର ଦେମା ବଜେଇ।
ଘୁଲଘୁଲା ବାଁଧଲା ବାଗିର୍।

ବଢିଆ ବଢିଆ ନୁଆ ଶବଦେ
ଦେମା ସମିଆକେ ଦୁଲକେଇ।

ଆ ଗା ନନି, ବୁଝା ମନ୍,
ଏକାଠାନେ ଦେଖମା
ଇନର ଇ ଚକିଜନ୍ ।

Thursday, December 14, 2017
Topic(s) of this poem: love and life
POET'S NOTES ABOUT THE POEM
Written in kosli language, script is Brahmi. Kosli language is most used in western parts of Odisha, India and some parts of Chattisgarh, Jharkhand and in so many areas. It is an ancient language.Let the Govt of OPdisha declare this language as another official language of Odisha.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success