ତୁମ ଶବ୍ଦରେ ମୋ ଶବ୍ଦ,
ମୋ ଭାବରେ ତୁମ ଭାବ,
ମୋ ମାଟିରେ ତୁମ ଆକାଶ,
ଏବେ ମତେ ଦେଖ
ମହାନନ୍ଦରେ ମୁଁ,
ଆଉ ରହିଛି ଧରି
ତୁମ ପାଣି ଆଉ ତୁମ ପବନ।
ଅଛି କି ଗୀତ ଗାଇବାର ପ୍ରୟୋଜନ?
ବାରି ନିଅ ଅଛି ଯୋଉଠି ଯୋଉଠି ତାରା ଚିହ୍ନ।
ଦିଶୁଛି ମତେ ଯାହା ସବୁ,
ଦିଶୁଛି କି ନାଇଁ ତୁମକୁ ତୁମେ କହ।
ମୋ ଆକୁଳ ପ୍ରାର୍ଥନା ଅଛି ମୋଠି,
ମୋ ସମୁଦ୍ର ମତେ ବୁଡାଇ ମାରୁଛି,
ଯାଇ ନି ଏ ଯାଏ ଆଉ କେଉଁଆଡକୁ ଖସି।
ଆବଶ୍ୟକ ଅଛି କି
ଆଉ କଣ କୋଉଠି?
ଜଣା ନାଇଁ ମତେ,
ଜଣା ଥିଲେ, ଥିବ ତୁମକୁ,
ଧରି ଯାହାକୁ ଆସିପାର
ତୁମେ ମୋ ପାଖକୁ.
English rendering;
My words in your words,
Your thoughts in my thoughts,
Your sky in my earth,
Now see me
How happy I am,
And I stay calm
With your air and water.
Is there any necessity to sing?
And select and take away
Where there signs of stars.
What is seen to me,
You tell, is it all
Visible to you.
My earnest prayer
Is with me.
My ocean is drowning
And dipping me
And I am not able to
Go out anywhere.
Is there any necessity
I know not.
Whether it is known to you,
That you know.
Keeping all
You can come to me
This poem has not been translated into any other language yet.
I would like to translate this poem