1. ତାରା
ତାରା ଡାକୁଛି ମତେ
କି ତାରା ଶୁଣୁଛି ମତେ!
ତାରାଠି ଅଛି ମୁଁ ଇ,
ଆଉ ମୁଁ ତାରାକୁ ନେଇ
କରାଉଛି କେତେ ନାଟ।
ନାଟର ଭିତରେ କାହା ସହିତ
କେତେବେଳେ ହେଉଛି ଭେଟ।
ଭେଟ ଭିତରେ ଯେ ଝା
ଦେଖାଉଛନ୍ତି ପେଟ।
ପେଟରେ ପଡୁଛି ମାଡ ଯେବେ
କୁହା ହେଉଛି ସାବାସ୍,
ସ୍ୱାଗତ କରନ୍ତି କେମିତି
ଶିଖରେ ଏଠାରେ।
2.ଫେସବୁକ
ଫଟାଟୁଟା ଚିରାଫଡା ଗୁଢିମାଏଟ
ରୁଡେ ଫିକ, ହେତାର ଉତାରୁ ଝାଡୁ ଧର,
ମୋବାଇଲରେ ଫଟୁ ଉଠ,
ଫେସବୁକ ଟୁଇଟରକେ ଛାଡ।
କେତେ ଲାଇକ କେତେ କମେଣ୍ଟ
ଗନ, ଧଏନ ଜୀବନ।
This poem has not been translated into any other language yet.
I would like to translate this poem