ସ୍ଥିର ନୁହେଁ, ଜଡ
ଗଜାନନ ମିଶ୍ର
ଜଡ-ସ୍ଥିର କି କାମର?
ସ୍ଥିର ନୁହେଁ, ଜଡ।
ଜୀବନକୁ ବିପଦ।
ଆଉ କେତେ କରିବ ସହ୍ୟ
ପ୍ରିୟ ମଣିଷ, ରୋକ ନା
ନିଜ ହାତେ ନିଜ ବିକାଶ।
ଅର୍ଥବ ସ୍ଥାଣୁ ଅନ୍ୟାୟୀ ଗାଲୁ
ତୁମକୁ ରଖିଛି ଭୁଆଁ ବୁଲାଇ
ପ୍ରିୟ ମଣିଷ, ବାହାରି ଆସ
ବିଲୁଆ ଗାତରୁ ଶିଘ୍ର ।
ତୁମେ ଶକ୍ତ, ତୁମଠି
ତୁମ ବିଶ୍ୱାସ, ନିଜ ଉପରେ
ଭରସା ରଖ, ତୁମେ ଇ
ସବୁ ଆଲୋକର ପ୍ରତୀକ।
ହାତଛଡା କର ନି
ମିଳିଛି ସୁବର୍ଣ୍ଣ ସୁଯୋଗ ଆଜଦିନ
ଆକାଶ ଆକାଶ ବ୍ୟାପୀ ଦେଖ
ଉଠୁଛି ଫୁଟି ପଦ୍ମ।
ଅନେଇ ରହିଛି ବ୍ରହ୍ମବ୍ରହ୍ମାଣ୍ଡ
ଜଡ ଭାଙ୍ଗି ସମୟ ସହିତ
ଉଠ ଉପରକୁ ମାପିବାକୁ
ନୂଆ ଦିଗବଳୟ।
ପ୍ରିୟ ମଣିଷ, ଉଠ
ମା ମାଟି ମାତୃଭାଷାର
ପୋଛିଦିଅ ଲୁହ, ଉଠ
ପ୍ରିୟ ମଣିଷ ଉଠ
ସାରା ଦୁନିଆକୁ କହିଦିଅ
କିପରି ତୁମେ ଝଲସି ପାର
ଆଉ ବ୍ୟାପିପାର ସମୁଦ୍ର ସମୁଦ୍ର।
ଉଠ ଉଠ, ଦେଖ
ଆଜିର ଏ ନୂଆ ସୂର୍ଯ୍ୟ
ତୁମର, କେବଳ ତୁମର।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
19/4/2019
ଢେଙ୍କାନାଳ ରେଳଷ୍ଟେସନ ।
Dear great supporter of Lotus, we are glad that the lotus will bloom there in your place everywhere in Patnagarh, Ttlagarh, Balangir, Sonpur and everywhere as your poem indicates about seasonal blooming of this flower. Your poem too indicates that a golden chance has come into hand and no one should leave. Lotus will bloom in entire sky.
Lotus may bring a big change and a bright future ahead may come. This is wonderful poem and we wonder the way you represent this very cleverly. Only a chance has come into the hand of people and they can show the strength of their mind bringing season of lotus blooming.
Cleverly you have given an indication of blooming of lotus everywhere, in forest, mountains, sea and roads and in your place and in center's center. How wonderful this will be really. This poem conveys that you are supporter of lotus blooming and you love lotus flower.
This poem has not been translated into any other language yet.
I would like to translate this poem
Both politically and poetically this poem has wonderful importance of expression and you say here that lotus will shine even in sea and wave. Only we need to wait to know about this blooming next month probably in the last week. Thank you clever poet for sharing this poem.