ଲୋକଙ୍କୁ ନେଇ ହିଁ Taking The People Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲୋକଙ୍କୁ ନେଇ ହିଁ Taking The People

1.

ଚାଲ ଚାଲ
ନାଁ ଧର ନି
ଅଟକିବାର।
ଅଟକିଦେଲେ
କହିବ ନି
ହେଲା ନି ଯାଇ।
ନ ହେଲେ କହିବ
ଯାଇ ହେଲା
କୋଉଠିକି!
କୋଉଠିକି ଯାଇ
ମାରିଥାନ୍ତ ହୁଇସିଲ,
ମଡାମାନେ ଉଠି
କହିଥାନ୍ତେ ସମୟର
ଖାସ୍ ଅତିଥି କଥା।

2.

ଚିତ୍ର ବଦଳ
ଏଠି ଏତେ
ଲୋକଙ୍କ ସାମ୍ନାରେ।
ଏଠି ଏତେ
ଲୋକ କରୁଛନ୍ତି କଣ
ଅନ୍ଧାରରେ।
ଲୋକମାନେ ହିଁ
ମୂଳ ସବୁଥିରେ।
ଲୋକଙ୍କୁ ନେଇ ହିଁ
ଯେ ଯୋଉଠି ବ୍ୟସ୍ତ
ମାଟିରେ ଆକାଶରେ।
ଯେ ଯୋଉଠି
ଚିତ୍ର ହେବାରେ କରୁଛନ୍ତି
ମେଳା ଗାଁ ଦାଣ୍ଡରେ।

Monday, March 26, 2018
Topic(s) of this poem: men
POET'S NOTES ABOUT THE POEM
Written in Odia language, Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success