ଜେନଟା କହି ନେଇଁ ପାରବାର,
ହେଟା କିଏ ଦେବା ମତେ!
ଆରୁ ହେଟା ପାଏମି କେଁ
ଝଟୋକିନା ସତେ!
ମୁଇଁ, ଦେଖୁଛ କି ନେଇଁ
ଭଟୋକିନା ଉଠିକରି
ନେଇଁପାରବାର ଜେଇ
କେନକେ କି ନେଇଁ
ପାରବାର ଦେଇ କାହାକେ
କିଛି ଯ ନିଅ କି ନିଜକେ
କହି ଭି ନେଇଁପାରବାର
କାଁ ହଉଛ ହୋ ଇନ ଏତକିବେଲକେ।
ଆରୁ ଅଛେଁ ମୁଇଁ
ଚୁପେଚୁପ୍ ଇନେ।
English rendering;
That I am unable to say
Who is there to give me!
And shall I get that
At once immediately!
See, I am not able to
Get up and go suddenly
Anywhere, nor I
Able to give anything
To anybody.
I am also not able to
Say anyone please go
From here and
What are you here!
And I am here
Silently.
This poem has not been translated into any other language yet.
I would like to translate this poem