ଯାହା ଅଛେ
ଲୋଭ ନେଇଁନ ହେତାକେ,
ଆରୁ ଯାହା ହେବା
କି ଆଏବା,
ଖାତିର ନେଇଁ ହେତାକେ ଭି,
ମୋର ମୁଇଁ ଅଛେଁ ଯେନ୍ତା
ଥିଲିଁ ଏନ୍ତା ଆରୁ
ଥିମି ଆଗକେ ଫେର୍।
ତୁମର ଜାଲମଲିଆ
ବାରମୁଲିଆ ଲପଲପିଆ
କଥାମାନକେ ପଶେ ନାଇଁ କେଭେ,
ନେଇଁ ଭି ପଶିଥାଇ,
ପଡବ ତୁମେ ତୁମର ଖାଲେ,
ଜାନିଛେଁ ହେଟା ଫେର୍।
ତୁମେ ମୁନୁଷ୍ କି ମାକଡ,
ବିଲେଇ କି କୁକୁର୍,
ହୁଁଡାର କି ବାଘ୍,
କୁଆ କି ମଏନା,
ସାପ କି ବେଛୁ,
କେଛୋ କି କେଚୁଁଆ
ହେଟା ମାତରକ
ଜାନବାରକେ ପଡବା ମକେ,
ନେଇଁ ଜାନଲେ କେତେବେଲେ
କେନ ଖଁଡିଆଡଁଡିଆ ହେଲେ
ବଁଚାମି କେନ୍ତା ନିଜକେ।
ଥ ତୁମେ ତମର ଜାଗାରେ,
ମତେ ଯିବାକେ ଦିଅ
ମୋର ରୁଡେ।
ନାଇଁ କହେଁ କାଣା କେନ୍ତା,
ହେଟା ସବୁ ହେନ୍ତା,
ଦେଖଲାବାଲା ଦେଖୁଛେ
ରାପିନେଲାବାଲା ସବୁ ସବୁ
ରାପି ନଉଛେ।
ଦେଖି ପାରଲାବାଲା ଦେଖୁଛି
ତରାର ଉଜାଲାକେ,
ନେଇଁ ପାରଲା ଲୋକ
ଆବରିରହୁଛେ ଅଁଧାରକେ।
This poem has not been translated into any other language yet.
I would like to translate this poem