ସ୍ୱଦେହରେ
ଗଜାନନ ମିଶ୍ର
କବି
ସ୍ୱଦେହରେ।
ଯେମିତି
ସତ୍ୟ ଅସତ୍ୟରେ।
ଜନ୍ମ କଣ ସତ୍ୟ?
କଣ ଜୀବନ ବୋଇଲେ?
ଯେମିତି ମୁଁ
ସେମିତି
ନୁହଁ ତୁମେ।
ବୁଝା ଅବୁଝା ଭିତରେ
ସମୟ।
ଆଉ ଏମିତି
ଅନେକ କିଛି ଆଶା ରଖିଥିବାବେଳେ
ଜୀବଅଜୀବ ନିର୍ବିକାର ।
This poem has not been translated into any other language yet.
I would like to translate this poem
Truth and untruth - mixtured life