1.
କରିବାକୁ ଚାହେଁ କଣ?
କଣ କଲେ ହୁଏ କଣ?
ଜାଣି ନ ପାରି ମାରିଛି ଲଂଫ
କୋଉଠି ପଡିଛି ପାରି ନି ଜାଣି
ଆଉ ତୁମେ କହୁଛ କଣ କେଜାଣି ।
2.
ଯାହା ଚାହେଁ ନା ଦେଇଛ,
ଚାହେଁ ଯାହା ରହିଛ ଚୁପ୍ ।
ତମେ କିଏ ଦେବ ମତେ,
ଦେବ ବା କଣ?
This poem has not been translated into any other language yet.
I would like to translate this poem