ବେମତଲବକେ
ଗଜାନନ ମିଶ୍ର
ସଭକର ମନକେ
ଖୁସିଥି ରଖମି
ବଏଲାବେଲକେ
ନେଇଁ ହେବାର
ଖୁସି କିହେ!
କାଣା ହେଲା?
ମୋର ଭିତରେ
ସବୁ ଗୁଲମାଲର
ଅଛେ କେଁ ଜଡ!
ମୁଇଁ ସଲା ଭୁକୁଡଚୋଦ
ସକାଲୁ ବେଲବୁଡାତକ୍
ବକ୍ ବକ୍ ହଉଛେଁ!
ଘିଚିଟାନି ହଉଛେଁ
ବେମତଲବକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/11/2019
This poem has not been translated into any other language yet.
I would like to translate this poem
Life is meaningful, but men fail to realise.