Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Gajanan Mishra Poems

Hit Title Date Added

ଅଛେ ଆମେ ପରସ୍ପର ପାଖରେ
ପରସ୍ପର।
ଅଛେ ଆମେ,
ପରସ୍ପରର ହୋଇ।
...

3212.
କ୍ଷତି ଇ କ୍ଷତିLoss And Loss

କରୁଛନ୍ତି କଣ ସବୁ ସେଠି?
ସକାଳ ଆସିବି ଆସିବି ହେଲାଣି,
କଣ ପାରୁ ନାହାନ୍ତି ଜାଣି?
ସୂର୍ଯ୍ୟଙ୍କ ଆସିବା ଖବର କେତେ କିଏ ଦେଲେଣି,
...

3213.
That You Are With Me

I want to hear
That you are with me.

I am with you,
...

3214.
Nelson Mandela

Symbol of struggle
And sacrifice-
Nelson Mandela.
...

3215.
ନେଇଁ କହ ନ ମତେ Tell Me Not

ନେଇଁ କହ ନ ମତେ ଆରୁ କିଛୁ,
ପାରବାର ନେଇଁ ମୁଇଁ ଆରୁ।
ବେକାର ଲୋକଟେ ମୁଇଁ,
ପାରୁଛେଁ ନେଇଁ କାହାକେ କିଛୁ ବୁଝେଇ।
...

3216.
ପ୍ରଥମ ଆଲୁଅfirst Light

ବାଘ ପଛଘୁଂଚା ମାରିବା ଅର୍ଥ ନୁହଁ,
ଡରି କରୁଛି ପଳାୟନ।
କିଛିଦିନ ବିଶ୍ରାମ ନେବା ଅର୍ଥ ନୁହଁ
ଡରି ଘରେ ଘୁଂଘୁଡି ମାରିବା।
...

3217.
ଦିନ ପରେ ଦିନday After Day

ନୁହଁ ଗୁଣଶୂନ୍ୟ,
ନାହିଁ ପରିତ୍ରାଣ।

ଜୀବ ପରମ,
...

3218.
ଧର୍ମ କଣ? What Is Dharma?

ଧର୍ମ ଏକା ଏ ସଂସାର ଜଳକୁ ନଉକା,
ଅନ୍ତଃକାଳେ ଜାଣ ଏକା ଧର୍ମ ଅଟେ ସଖା- ଅଚ୍ୟୁତାନନ୍ଦ

ଧର୍ମ କଣ?
...

3219.
ପ୍ରିୟ ମଣିଷdear Men

ହୃଦୟକୁ କର ନା କ୍ଷୁଦ୍ର, ପ୍ରିୟ ମଣିଷ।
କୌଣସି ପରିସ୍ଥିତିରେ ବି,
ମନକୁ କର ନା ଦୁର୍ବଳ।
ରୁହ ଶକ୍ତ ଆଉ ଦେଖ,
...

3220.
କୁଟରା ଛୁଆfawn

କୁଟରା ଛୁଆ
ଗଜାନନ ମିଶ୍ର

ହେଆଡକେ ନେଇଁ ଯାରେ
...

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success